ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଆଜି ଖାରବେଳ ଭବନରେ ବିଭାଗର ପରିଚାଳନା,ଚାଲୁଥିବା ବିଭିନ୍ନ ଯୋଜନା ଓ ଆସନ୍ତା ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ବିଭାଗର କାର୍ଯ୍ୟାବଳି ସମ୍ପର୍କରେ ଅବଗତ କରାଇଥିଲେ I