ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଖାରବେଳ ଭବନରେ #ସ୍କିଲ୍ଡଇନ୍ଓଡ଼ିଶା ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଉତ୍ପାଦ ଦେଖିଥିଲେ ଓ ସେମାନଙ୍କ ସହ ଆଲୋଚନା କରିଥିଲେ।